ଭିଡ଼େ
(ଭିଡରେ; ଭିଡ଼ିକରି—ଅନ୍ୟରୂପ)
ଦୃଢ଼ଭାବରେ; ଖୁବ୍ କସିକରି —Tightly;
(ଉ—ଭୁଜ ପାଶିକୁ ଛନ୍ଦି ମୋ ଗଳେ, ଭିଡ଼େ ପଦ କଞ୍ଜ ଖଞ୍ଜ ଧରଣୀ ତଳେ କବିସୂର୍ଯ୍ୟ, କିଶୋରୀ ଚମ୍ପୂ 'ଭ' ଗୀତ)