ଭିଡ଼ କରିବା
ଦେଖଣା
ଭିଡ଼ କରିବା
ଉଚ୍ଚାରଣ
[ସମ୍ପାଦନା][ ଭିଡ଼ ଲଗା(ଗେ)ଇବା—ଅନ୍ୟରୂପ)
ଅନୁବାଦ
[ସମ୍ପାଦନା]ଭିଡ଼ କରିବା
|
ଅନୁବାଦ
[ସମ୍ପାଦନା]ଦେଶଜ - କ୍ରିୟାପଦ -
[ସମ୍ପାଦନା]- ୧. କସି କରି ଟାଣିବା —୧. To draw. tightly.
- ୨. ଟାଣିବା ନିମନ୍ତେ ବିଶେଷ ପରିଶ୍ରମ ଦରକାର କରିବା (ଯଥା—ଦଳୁଆ ବା ପଙ୍କୁଆ ପୋଖରୀରେ ବଡ଼ ଜାଲ ପକାଇ ତାହା ଟାଣିଲା ବେଳକୁ ତହିଁରେ ପଙ୍କ ଓ ଦଳ ବାଧା ଦେବାରୁ ଜାଲ ଭାରୀ ଭିଡ଼ କରେ) —୨. To require a great force to draw.
- ୩. ଜିଗର କରିବା; ନିର୍ବନ୍ଧ କରିବା —୩. To press; to importune.