Jump to content

ଭିଡ଼ ଭାଡ଼

ଉଇକିଅଭିଧାନ‌ରୁ

ଭିଡ଼ ଭାଡ଼

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସହଚର)

[ସମ୍ପାଦନା]
୧. ଖୁବ୍ ଜନତା — ୧. A very thick crowd.
୨. ଖୁବ ଟଣା ଓଟରା —୨. Tight drawing; tugging.
୩. ନିର୍ବନ୍ଧାତିଶୟ —୩. Importune or pressing request.
୪. ଅନ୍ୟୋନ୍ୟରେ ଟଣାଟଣି —୪. Mutual dragging; tug of war.
୫. ବଳ କସାକସି —୫. A mutual test of strength between two contending parties.