ଭିଡା ଜାଲ
ଦେଖଣା
ଭିଡା ଜାଲ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ -
[ସମ୍ପାଦନା]ବଡ଼ ଜାଲ; ଯାବା ଗଭୀର ଜଳରେ ପକାଯାଇ ଦୁଇ ମୁଣ୍ଡରେ ଦଉ଼ଡ଼ି ଧରିଥବା ଲୋକଙ୍କଦ୍ୱାରା ଉପରକୁ ଭିଡା ହୋଇ ଅଣାଯାଏ —A big net which is cast in deep waters and the ends of the ropes passing through the top and bottom of which are dragged into the shore.
[ ଦ୍ର—ଭିଡ଼ଜାଲ ଏକାଧିକ ଖଣ୍ଡ ଭିଡ଼ ଏକତ୍ର ଗୁନ୍ଥାଯାଇ ଭିଡ଼ଜାଲ ପକାଯାଏ ]