ଭିଣା
ଦେଖଣା
ଭିଣା
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଭିଣା
|
ଦେଶଜ - ବିଶେଷ୍ୟ - (ସଂସ୍କୃତ - ଭିନ୍ନ)
[ସମ୍ପାଦନା]- ୧. ତୁଳା ଆଦିକୁ ପିଞ୍ଜିବା —୧. Carding (of cotton).
- ୨. ବିଦାରଣ — ୨. Splitting up; tearing up.
- ୩. ଗଭୀର ରାମ୍ପୁଡ଼ା —୩. Scratching. deeply.
- ୪. ଯେଉଁ ବ୍ୟକ୍ତି ତୁଳାକୁ ଭିଣେ — ୪. Cotton carder.
- ୫.
ଦେଶଜ - ବିଶେଷଣ -
[ସମ୍ପାଦନା]ପିଞ୍ଜା ହୋଇଥିବା —୫. Carded.