Jump to content

ଭିଣା ହାତୁଡ଼ି

ଉଇକିଅଭିଧାନ‌ରୁ

ଭିଣା ହାତୁଡ଼ି

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ତୁଳା ଭିଣିବା ଧନୁର ସୂତ୍ରକୁ ଆଲୋଡ଼ନ କରିବା ନିମନ୍ତେ ବ୍ୟବହୃତ ଦୁଇ ମୁଣ୍ଡରେ ଗୋଳକ ଯୁକ୍ତ କାଠି — The dumbbell used for striking the string of a carding bow.