ଭିଣିବା
ଦେଖଣା
ଭିଣିବା
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଭିଣିବା
|
[ଭିଣା ହେ(ଯି)ବା—କର୍ମବାଚ୍ୟରୂପ)
ଦେଶଜ - କ୍ରି—(ସଂସ୍କୃତ - ଭିନ୍ନ ବାସଂସ୍କୃତ - ଧୂ ଧାତୁ; ଭେଦନ ବା ଧୂନନ)
[ସମ୍ପାଦନା]- ୧. (ତୁଳାକୁ) ପିଞ୍ଜିବା —୧. To card (cotton).
- ୨. ଟିକି ଟିକି କରି ବିଦାରଣ କରିବା — ୨. To tear up into shreds or splinters.