ଭିଣେଇ
ଦେଖଣା
ଭିଣେଇ
ଉଚ୍ଚାରଣ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ସଂସ୍କୃତ - ଭଗ୍ନୀପତି)
[ସମ୍ପାଦନା]- ୧. ଭଗ୍ନୀପତି — ୧. Sister's husband.
(ଉ—ହରିକି
ଅନୁବାଦ
[ସମ୍ପାଦନା]କରାଇଲେ ଜନ୍ନ ଭିଣୋଇ କଲା ଏଡେ଼ କର୍ମ ଜଗନ୍ନାଥ. ଭାଗବତ)
[ ଦ୍ର—ଅମ ସମାଜରେ କୌଣସି ପୁରୁଷର ବଡ଼ ଭଉଣୀଙ୍କର ଓ ସାନ ଭଉଣୀଙ୍କର ସ୍ୱାମୀ ତାର ଭିଣେଇ ଅଟେ ସ୍ତ୍ରୀମାନଙ୍କର ସାନ ଭଉଣୀଙ୍କ ସ୍ୱାମୀ ଭଉଣୀ— ଜୋଇଁ ଓ ବଡ଼ ଭଉଣୀଙ୍କ ସ୍ୱାମୀ ଭିଣେଇ ଅଟନ୍ତି ଭିଣେଇର ଅପେକ୍ଷିକ ସମ୍ୱନ୍ଧଯୁକ୍ତ ବ୍ୟକ୍ତି ଶଳା, ଶଳାଭଉଜ ଓ ଶାଳୀ; ଏମାନେ ପରସ୍ପର ପରିହାସସ୍ଥାନୀୟ ଭଉଣୀ— ଜୋଇଁର ଆପେକ୍ଷିକ ବ୍ୟକ୍ତି ଦେଢ଼ଶାଶୁ; ଏଦୁହେଁ ପରସ୍ପର ପରିହାସ ସ୍ଥାନୀୟ ନୁହନ୍ତି ]
- ୨. ତୁଳା ଭିଣିବା କର୍ମ — ୨. Cotton-carding.
- ୩. ତୁଳା ଭଣିବାରୁ ମଜୁରି — ୩. The wages paid for carding cotton.