ଭିତରି ଖବର
ଦେଖଣା
ଭିତରି ଖବର
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଭିତରି ଖବର
|
ଦେଶଜ - ବିଶେଷ୍ୟ - (ସଂସ୍କୃତ - ଅଭ୍ୟନ୍ତରିକ+ଫାରାସୀ - ଖବର୍)
[ସମ୍ପାଦନା]- ୧. ଆଭ୍ୟନ୍ତରୀଣ ସମ୍ୱାଦ —୧. News about internal affairs.
- ୨. ଗୁପ୍ତ ଖବର —୨. Secret news.
- ୩. ଗୋପନୀୟ ସଂବାଦ — ୩. Confidential information.
- ୪. ଅନ୍ତଃପୁରରୁ ଆସିଥିବା ସଂବାଦ — ୪. News sent from the harem by the Ranees.