ଭିତରେ ଭିତରେ
ଦେଖଣା
ଭିତରେ ଭିତରେ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଭିତରେ ଭିତରେ
|
ଦେଶଜ - କ୍ରି.ବିଶେଷଣ -
[ସମ୍ପାଦନା]- ୧. ଆପଣା ଆପଣା ମଧ୍ୟରେ, ମାତ୍ର ଗୋପନରେ —୧. Amongst one another but not openly.
(ଉ—ଗାଁରେ ସ୍ତ୍ରୀମାନେ ଭିତରେ ଭିତରେ ବିଦିଆ ଆଉ ଗେହ୍ଲୀକଥା ଫୁଟୁରୁ ଫୁଟୁରୁ ହେଲେ କୁନ୍ତଳାକୁମାରୀ, ନଅତୁଣ୍ଡୀ)
- ୨. ଗୋପନରେ; ଲୋକଚକ୍ଷୁର ଅନ୍ତରାଳରେ —୨. In secret.
(ଉ—ଏକାଦଶୀ ନିରାହାର; ଭିତରେ ଭିତରେ ଚୁଡା ମାର; ଭିତରେ ଭିତରେ ଛୋନା ଚକଟା, ବାହାରେ ଲାଗିଛି କଳି ଢଗ)