ଭିତର ଅଗଣା
ଦେଖଣା
ଭିତର ଅଗଣା
ଉଚ୍ଚାରଣ
[ସମ୍ପାଦନା](ଭିତର ଖଞ୍ଜା—ଅନ୍ୟରୂପ)
ଅନୁବାଦ
[ସମ୍ପାଦନା]ଭିତର ଅଗଣା
|
ଦେଶଜ - ବିଶେଷ୍ୟ - (ସଂସ୍କୃତ - ଅଭ୍ୟନ୍ତର+ଅଙ୍ଗନ)
[ସମ୍ପାଦନା]- ୧. ଗୃହର ଅଭ୍ୟନ୍ତରସ୍ଥ ପ୍ରାଙ୍ଗୀଣ —୧. Inner court- yard of a house.
- ୨. ଗୃହର ଅନ୍ତଃପୁର ସଂଲଗ୍ନ ଅଗଣା (ଯହିଁରେ ପରିବାରର ସ୍ତ୍ରୀମାନେ ଚଳପ୍ରଚଳ ହୁଅନ୍ତି) —୨ The courtyard of a house attached to the female ap apartments.