ଭିତର କଥା
ଦେଖଣା
ଭିତର କଥା
ଉଚ୍ଚାରଣ
[ସମ୍ପାଦନା](ଭିତର ବିଷୟ—ଅନ୍ୟରୂପ)
ଅନୁବାଦ
[ସମ୍ପାଦନା]ଭିତର କଥା
|
ଦେଶଜ - ବିଶେଷ୍ୟ - (ସଂସ୍କୃତ - ଅଭ୍ୟନ୍ତର+କଥା)
[ସମ୍ପାଦନା]- ୧. ଆଭ୍ୟନ୍ତରୀଣ ବିଷୟ —୧. Internal affairs.
- ୨. ହୃଦୟରେ ଗୁପ୍ତ ଭାବ —୨. Secret mentality.
- ୩. ଆନ୍ତରିକ ଇଚ୍ଛା —୩. Inward wish.
- ୪. ଚିନ୍ତା —୪. Thought.