Jump to content

ଭିତର ଘର

ଉଇକିଅଭିଧାନ‌ରୁ

ଭିତର ଘର

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]
୧. ଅନ୍ତଃପୁର —୧. Inner apartments.

[ ଉ—ତିମ୍ଭେ ବୋଲିବ ଭିତର ଘରେ ଥାଇ କୃଷ୍ଣସିଂହ. ମହାଭାରତ ବନ]

୨. ଗୃହର ଅଭ୍ୟନ୍ତର ଅଂଶରେ ନିର୍ମିତ ଗୃହ — ୨. A house built inside the premises.

ପ୍ରାଦେଶିକ - (ଖୋରଧା) ବିଶେଷ୍ୟ -

[ସମ୍ପାଦନା]

ରୋଷଇ ଘର —Kitchen; cook-room.