ଭିତର ଛେଉ
[ ଭିତରଛୁ (ଛୌ—ଅନ୍ୟରୂପ଼]
(ଭିତରଛଉ ପଟନାୟକ—ଅନ୍ୟରୂପ)
ମନ୍ଦିରେ ସେବକମାନଙ୍କ ଜତ୍ତ୍ୱାବଧାରକ କର୍ମ— ଚାରୀଙ୍କର ରାଜଦତ୍ତ ଉପାଧିବିଶେଷ — A title granted to the person who is appointed to supervise the daily service of a Deity.