Jump to content

ଭିତର ତହବିଲ

ଉଇକିଅଭିଧାନ‌ରୁ

ଭିତର ତହବିଲ

ଉଚ୍ଚାରଣ

[ସମ୍ପାଦନା]

ବାହାର ତହବିଲ, ଚକନ୍ତି ତହବିଲବିପରୀତ

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଅଭ୍ୟନ୍ତର+ଫାରାସୀ - ତହିବିଲ୍)

[ସମ୍ପାଦନା]

ଗଚ୍ଛିତ ବା ସଞ୍ଚିତ ଧନ —Hoarded wealth, stored up cash.

[ଦ୍ରଷ୍ଟବ୍ୟ — ସାଧାରଣତଃ ଧନୀ ଲୋକଙ୍କର ତହବିଲ ବା ଧନ ୨ଟି ସ୍ଥାନରେ ରଖାଯାଏ; ବାହାର ତହିବିଲ, ଯହିଁରୁ ଚଳନ୍ତି ଆୟ ବ୍ୟୟ ଚଳେ; ଭିତର ତହବିଲ, ଯେହଁରେ ଧନ ଗଚ୍ଛିତ ରହେ ଓ ଅନିବାର୍ଯ୍ୟ ପ୍ରୟୋଜନ ବିନା ଯେଉଁ ତହବିଲରେ ହାତ ଦିଆଯାଏ ନାହିଁ ]