Jump to content

ଭିତର ଦୋଳ

ଉଇକିଅଭିଧାନ‌ରୁ

ଭିତର ଦୋଳ

ଉଚ୍ଚାରଣ

[ସମ୍ପାଦନା]

(ଭିତର ଫଗୁ—ଅନ୍ୟରୂପ)

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ଶ୍ରୀକୃଷ୍ଣ ବିଗ୍ରହଙ୍କ ଉପରେ ଫାଲ୍ଗୁନ ଶୁକ୍ଳ ନବମା ଦିନ ଅବିର ଅର୍ପଣ —The sprinkling of Abira or red powder on the image of Kṛushṇa on the ninth day of the lighted fortnight of Phālguna.

[ ଦ୍ର—ତହିଁ ପରଦିନ (ଫଗୁଦଶମୀ)ଠାରୁ ପୂର୍ଣ୍ଣମୀ ପର୍ଯ୍ୟନ୍ତ ଦେବବିଗ୍ରହକୁ ମନ୍ଦିରର ବାହାରକୁ ନିଆଁ ଯାଇ ବାହାର— ଫଗୁ ଉତ୍ସବ କରାଯାଏ]