Jump to content

ଭିତର ବାହାର

ଉଇକିଅଭିଧାନ‌ରୁ

ଭିତର ବାହାର

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

=== ଦେଶଜ - ବିଶେଷ୍ୟ - (ବିପରୀତ ସହଚର; ସଂସ୍କୃତ - ଅଭ୍ୟନ୍ତର+ବହିଃ)

୧. ଅନ୍ତର ଓ ବହିଃସ୍ଥଳ — ୧. Inside and outside.
୨. ମନ ଓ ଦେହ — ୨. Mind and body.
୩. ମାନସିକ ବିନ୍ତ ଓ ବହିଃପ୍ରକାଶିତ ହାବଭାବ — ୩. Mental thoughts and external expressions.