ଭିତର ଭଣ୍ଡାର
ଦେଖଣା
ଭିତର ଭଣ୍ଡାର
ଉଚ୍ଚାରଣ
[ସମ୍ପାଦନା](ବିପରୀତ—ବାହାର ଭଣ୍ଡାର)
ଅନୁବାଦ
[ସମ୍ପାଦନା]ଭିତର ଭଣ୍ଡାର
|
ଦେଶଜ - ବିଶେଷ୍ୟ - (ସଂସ୍କୃତ - ଅଭ୍ୟନ୍ତର+ଭାଣ୍ଡାଗାର)
[ସମ୍ପାଦନା]ଗୃହ ମଧ୍ୟରେ ଥିବା ଗଚ୍ଛିତ ଧନର ଭଣ୍ଡାର — Private treasury.
[ ଦ୍ର—ଅନିବାର୍ଯ୍ୟ ଖରଚ ପାଇଁ ଧନ ନିଅଣ୍ଟ ହେଲେ ଏ ଧନ କଢ଼ା ହୁଏ ]
(ଉ—ଏହି ମତେ ଦୁଇ ଚାରି ଦିବସ ଗଲା, ଭିତର ଭଣ୍ଡାର ଯହୁଁ ରାଜା ସାରିଲା ପ୍ରାଚୀ. ନଳ ଚରିତ)