Jump to content

ଭିତର ସେବା

ଉଇକିଅଭିଧାନ‌ରୁ

ଭିତର ସେବା

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ଦେବଦେବୀମାନଙ୍କ ମନ୍ଦିର ମଧ୍ୟରେ ଦେବତାମାନଙ୍କୁ କରାଯିବା ସେବା (ଯଥା—ପୁଷ୍ୟ— ପାଳକ, ପୂଜା ପଣ୍ଡା, ମୁଖ ସିଙ୍ଘାରୀ ଆଦିଙ୍କର ସେବା — The services done to a Deity within the 'holy of holies' of the temple or the inner shrine.