ଭିତିରି
ଦେଖଣା
ଭିତିରି
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଭିତିରି
|
ଦେଶଜ - ବିଶେଷଣ - (ସଂସ୍କୃତ - ଅଭ୍ୟନ୍ତରିକ)
[ସମ୍ପାଦନା]- ୧. ଆଭ୍ୟନ୍ତରୀଣ — ୧. Internal.
- ୨. ଆନ୍ତରିକ; ମାନସିକ — ୨. Inward; mental.
- ୩. ଗୁପ୍ତ —୩. Secret.
- ୪. ଗୋପନୀୟ —୪. Confidential.
- ୫. ଅନ୍ତଃପୁର ସମ୍ୱନ୍ଧୀୟ — ୫. Relating to the female apartments.
ପ୍ରାଦେଶିକ - (ଭତରି ଭାଖା)
[ସମ୍ପାଦନା]- ୧. ଭିତରକୁ —୧. Into.
- ୨. ମଧ୍ୟରେ —୨. Inside; in; amongst.