Jump to content

ଭିତିରିଆ ଟୋକା

ଉଇକିଅଭିଧାନ‌ରୁ

ଭିତିରିଆ ଟୋକା

ଉଚ୍ଚାରଣ

[ସମ୍ପାଦନା]

[ ଭିତ (ତି)ରିଆ ପିଲା—ଅନ୍ୟରୂପ]

ପ୍ରାଦେଶିକ - (ଗଡ଼ଜାତ) ବିଶେଷ୍ୟ -

[ସମ୍ପାଦନା]

ରାଜାମାନଙ୍କ ଅନ୍ତଃ— ପୁରକୁ ଖବର ନିଆଅଣା କରିବା ପିଲା ଚାକର — A page or young boy engaged in a Raja's harem or seraglio.