ଭିତ୍ତି
ଦେଖଣା
ଭିତ୍ତି
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷ୍ୟ - (ଭିଦ ଧାତୁ+କର୍ମ. ତି)
[ସମ୍ପାଦନା]- ୧. ପ୍ରଦେଶ; ଅଞ୍ଚଳ — ୧. Province; tract of country.
- ୨. ବିଭାଗ — ୨. Department; division.
- ୩. ପାଚିରି; କାନ୍ଥ; ବାଡ଼ —୩. Wall.
- ୪. କ୍ଷୁଦ୍ରାଂଶ; ଖଣ୍ଡ —୪. Small portion piece; fragment.
- ୫. ପ୍ରଭେଦ —୫. Difference.
- ୬. ଗୃହର ମୂଳପତ୍ତନ; ମୂଳଦୂଆ — ୬. Foundation.