Jump to content

ଭିତ୍ତି ଚୌର

ଉଇକିଅଭିଧାନ‌ରୁ

ଭିତ୍ତି ଚୌର

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ମଧ୍ୟପଦଲୋପୀ କର୍ମଧା; ଭିତ୍ତି+ଚୌର)

[ସମ୍ପାଦନା]

ଯେଉଁ ଚୋର କାନ୍ଥରେ ସିନ୍ଧି କରି ଚୋରି କରେ; ସିନ୍ଧିଆଳ ଚୋର —A house breaker; a burglar.