Jump to content

ଭିତ୍ତି ହୀନ

ଉଇକିଅଭିଧାନ‌ରୁ

ଭିତ୍ତି ହୀନ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - (୩ୟାତତ; ଭିତ୍ତି+ହୀନ)

[ସମ୍ପାଦନା]
୧. ଯାହାର ମୂଳଦୁଆ ନ ଥାଏ —୧. Without foundation.
୨. ଅମୂଳକ — ୨. Groundless.
୩. ଯାହାର ଭିଟା ବା ଘର ନାହିଁ —୩. Homeless.