ଭିତ୍ରି ବଳଦ୍
(ବିପରୀତ—ବାହାରି ବଳଦ)
ଶଗଡ଼ରେ ବା ହଳରେ ଲାଗିଥିବା ବାଆ ପାଖର ବଳଦ (ଏହାକୁ ଅଡ଼ାଇବାର ଧ୍ୱନି ତତ୍ରେ ତତ୍) — The bullock yoked to the left side of a cart or plough.