ଭିତ ରିଆ
ଦେଖଣା
ଭିତ ରିଆ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - ବିଣ—(ସଂସ୍କୃତ - ଆଭ୍ୟନ୍ତରିକ)
[ସମ୍ପାଦନା]- ୧. ଆଭ୍ୟନ୍ତରିଣ — ୧. Internal; inner.
- ୨. ଅନ୍ତଃପୁର ସମ୍ୱନ୍ଧୀୟ —୨. Relating to the harem.
- ୩. ରହସ୍ୟ ଭେଦକାରୀ —୩. Prying into or unravelling secrets.
- ୪. ଆନ୍ତରିକ; ମାନସିକ — ୪. Inwand; mental.
- ୫. ଗୁପ୍ତ —୫. Secret.
ଦେଶଜ - ବିଶେଷ୍ୟ -
[ସମ୍ପାଦନା]ରହସ୍ୟ ଭେଦକାରୀ ବ୍ୟକ୍ତି —One who prie into or unravels secrets.