ଭିତ ରି କଥା
ଦେଖଣା
ଭିତ ରି କଥା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଭିତ ରି କଥା
|
[ ଭିତ (ତ)ରି ମାମଲତ—ଅନ୍ୟରୂପ]
ଦେଶଜ - ବି—(ସଂସ୍କୃତ - ଆଭ୍ୟନ୍ତରିକ+କଥା)
[ସମ୍ପାଦନା]- ୧. ଗୁପ୍ତ କଥା —୧. Secret or confidential matter.
- ୨. ଆଭ୍ୟନ୍ତରୀଣ ବିଷୟ —୨. Internal affair.
- ୩. ଅବୈଧ ଉପାୟ — ୩. Underhand means.
- ୪. ଆନ୍ତରିକ ଇଚ୍ଛା — ୪. Inward wish.