Jump to content

ଭିଦା

ଉଇକିଅଭିଧାନ‌ରୁ

ଭିଦା

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ଭିଦ ଧାତୁ+ଭାବ. ଅ+ଆ)

[ସମ୍ପାଦନା]
୧. ଛେଦନ; କର୍ତ୍ତନ — ୧. Cutting.
୨. ଭେଦ କରିବା; ଭିତରକୁ ପଶିବା — ୨. Penetrating; piercing.
୩. ଫାଡିବା; ବିଦାରଣ —୩. Splitting up; tearing.
୪. ପାର୍ଥକ୍ୟ; ପ୍ରଭେଦ — ୪. Difference.
୫. ଫୋଡିବା; କଣା କରିବା —୫. Drilling; boring.