Jump to content

ଭିଦୁର

ଉଇକିଅଭିଧାନ‌ରୁ

ଭିଦୁର

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ଭିଦ ଧାତୁ+କର୍ତ୍ତୃ. ଇର, ଉର)

[ସମ୍ପାଦନା]

ବଜ୍ର; ଅଶନି — Thunder.

[ଉ—ଭିଦୁର ଏହିଟି ବିବେକ ମୁଣ୍ଡରେ)—କବିସୂର୍ଯ୍ୟ. କିଶୋରୀଚମ୍ପୂ 'ଭ' ଗୀତ]

ସଂସ୍କୃତ - ବିଶେଷଣ -

[ସମ୍ପାଦନା]
୧. ଭଙ୍ଗପ୍ରବଣ — ୧. Brittle; fragile.
୨. ମିଶ୍ରିତ —୨. Mixed together.