Jump to content

ଭିନ୍ଦିପାଳ

ଉଇକିଅଭିଧାନ‌ରୁ

ଭିନ୍ଦିପାଳ

ଉଚ୍ଚାରଣ

[ସମ୍ପାଦନା]
  • (file)

ସଂସ୍କୃତ - ବିଶେଷ୍ୟ - (ଭିନ୍ଦ ଧାତୁ+ଭାବ. ଇ=ଭିନ୍ଦି=ଶତ୍ରୁର ଭେଦନରୁ+ପାଳି ଧାତୁ=ରକ୍ଷା କରିବା+କର୍ତ୍ତୃ. ଅ)

[ସମ୍ପାଦନା]

କ୍ଷେପଣାସ୍ତ୍ରବିଶେଷ; କ୍ଷେପଣୀୟ ଶରବିଶେଷ — A weapon thrown at the enemy; a short arrow thrown by the hand or through a tube.