ଭିନ୍ନଭାନ୍ନ ହେବା
ଦେଖଣା
ଭିନ୍ନଭାନ୍ନ ହେବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଭିନ୍ନଭାନ୍ନ ହେବା
|
ଦେଶଜ - କ୍ରି.
[ସମ୍ପାଦନା]- ୧. ପୃଥକ ପୃଥକ ଏବଂ ଛିନଚ୍ଛତ୍ର ହେବା — ୧. To be separated and scattered.
- ୨. ଛିନ୍ନଭିନ୍ନ ହେବା — ୨. To be routed.
- ୩. ଖଣ୍ଡ ଖଣ୍ଡ ହେବା —୩. To be shattered to pieces.
- ୪. ପୃଥଗନ୍ନ ପୃଥଗବାସ ହେବା — ୪. To be separated from one another in mess and lodging.