Jump to content

ଭିନ୍ନେ

ଉଇକିଅଭିଧାନ‌ରୁ

ଭିନ୍ନେ

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷଣ - (ସଂସ୍କୃତ - ଭିନ୍ନ)

[ସମ୍ପାଦନା]
୧. ସ୍ୱତନ୍ତ୍ର; ପୃଥକ — ୧. Separate; distinct.
୨. ଅସାଧାରଣ — ୨. Unusual; peculiar; extraordinary.

[ଉ—ଭିନ୍ନେ ଆଜ ତୋ ରୀତିରେ, ପଙ୍କଜନୟନା ! ମାନେ ବଳିଛି ମତିରେ ପ୍ରାଚୀନ, ସଙ୍ଗୀତ, ଘୋଷା]

୩. ପୃଥଗନ୍ନବାସ — ୩. Separated in mess and lodging.

ଦେଶଜ - କ୍ରି.ବିଶେଷଣ -

[ସମ୍ପାଦନା]
୧. ପୃଥକଭାବରେ — ୧. Differently.
୨. ଅସାଧାରଣ ଭାବରେ — ୨. Unusually.