ଭିନ୍ନ କରିବା
ଦେଖଣା
ଭିନ୍ନ କରିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଭିନ୍ନ କରିବା
|
ଦେଶଜ - କ୍ରିୟାପଦ -
[ସମ୍ପାଦନା]- ୧. ଅଲଗା କରିବା; ପୃଥକ କରିବା — ୧. To separate.
- ୨. ଆପଣାଠାରୁ ଅନ୍ତର କରିବା —୨. To separate from one's self.
- ୩. ତ୍ୟାଗ କରିବା —୩. To abandon.