Jump to content

ଭିନ୍ନ କ୍ରମ

ଉଇକିଅଭିଧାନ‌ରୁ

ଭିନ୍ନ କ୍ରମ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ବହୁବ୍ରୀହି)

[ସମ୍ପାଦନା]

କ୍ରମଭଙ୍ଗରୂପ କାବ୍ୟର ଦୋଷ— ବିଶେଷ —A defect in literary composition consisting of the breaking of sequence.

ସଂସ୍କୃତ - ବିଶେଷଣ -

[ସମ୍ପାଦନା]

ଯାହାର କ୍ରମଭଙ୍ଗ ହୋଇ ଅଛି —Having the sequence broken.