Jump to content

ଭିନ୍ନ ଭିନ୍ନ

ଉଇକିଅଭିଧାନ‌ରୁ

ଭିନ୍ନ ଭିନ୍ନ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷଣ - (ବହୁବଚନ)

[ସମ୍ପାଦନା]
୧. ଖଣ୍ଡ ଖଣ୍ଡ; ଟିକି ଟିକି —୧. Shattered to pieces.

[ଉ—ବିଘାତି ବେନି ସାନୁମାନ, ବାଜି ତନୁରେ ଭିନ୍ନ ଭିନ୍ନ ଭ଼ଞ୍ଜ, ବୈଦେହୀଶବିଳାସ]

୨. ପୃଥକ ପୃଥକ; ବହୁପୃଥକ (ବସ୍ତୁ) — ୨. Many different or distinct (things).