Jump to content

ଭିରୁଡି ମାଇଲା ପରି ହେବା

ଉଇକିଅଭିଧାନ‌ରୁ

ଭିରୁଡି ମାଇଲା ପରି ହେବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରିୟାପଦ -

[ସମ୍ପାଦନା]
୧. (ଭିରୁଡି ଦଂଶିଳେ ତା ନାହୁଡର ଜ୍ୱାଳାରେ ମନୁଷ୍ୟ ଯେପରି ଅସ୍ଥିର ହୁଏ ସେହିପରି) ଅସ୍ଥିର ହେବା —୧. To be restless.
୨. କ୍ରୋଧରେ ଅସ୍ଥିର ହେବା — ୨. To be restless with anger.