ଭିଲେଜ୍ ସେସ୍
ଦେଖଣା
ଭିଲେଜ୍ ସେସ୍
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ପ୍ରାଦେଶିକ - (ସମ୍ୱଲପୁର) ବିଶେଷ୍ୟ - (ଇଂରାଜୀ - ଭିଲ୍ଲେଜ୍ ସେସ୍)
[ସମ୍ପାଦନା]ମଉଜାର ଜମି ଚାଷ କରିବା ଯୋଗୁଁ ଯେଉଁ କର ରୟତ ଉପରେ ଧାର୍ଯ୍ୟ ହୁଏ ଓ ଯାହା ଚାକରିଦ୍ୱାରା, ଟଙ୍କାଦ୍ୱାରା ବା ଶସ୍ୟାଦିଦ୍ୱାରା ଜମିଦାରକୁ ବା ପଟେଲକୁ ଦିଆଯାଏ —A cess which a resident or cultin-<? ?> vator ryot in a village pays or renders to the proprietor or to the Patel in money, kind or services .
(ସମ୍ୱଲପୁର ମାନୁଆଲ ୧୯୨୮: )