ଭିଲ୍ଲା
ଦେଖଣା
ଭିଲ୍ଲା
ଉଚ୍ଚାରଣ
[ସମ୍ପାଦନା](ଭିଲ୍ଲୀ—ସ୍ତ୍ରୀ)
ସଂସ୍କୃତ - ବିଶେଷ୍ୟ - ପୁଲିଙ୍ଗ - (ଭିଲ ଧାତୁ+କର୍ତ୍ତୃ. ଲ)
[ସମ୍ପାଦନା]ଭାରତର ଜଙ୍ଗଲୀ ଅନାର୍ଯ୍ୟ ଜାତିବିଶେଷ —Name of an aboriginal wild tribe of India.
[ଦ୍ରଷ୍ଟବ୍ୟ —ଏମାନେ ବହୁ ପ୍ରାଚୀନ କାଳରୁ ରାଜପୁତାନା, ସିନ୍ଧୁ ଓ ମଧ୍ୟଭାରତର ଜଙ୍ଗଲ ଓ ପାହାଜମାନଙ୍କରେ ବାସ କରି ଆସୁଅଛନ୍ତି ଏମାନେ ବୀର ଅଟନ୍ତି ଓ ତୀର ଚଳାଇବାରେ ସିଦ୍ଧହସ୍ତ ଏମାନେ ନିଷ୍ଠୁର— ପ୍ରକୃତି ହେଲେ ମଧ୍ୟ ସତ୍ୟବାଦୀ, ସରଳ ଓ ସ୍ୱାମିଭକ୍ତ ଅଟନ୍ତି ପୁରାଣମାନଙ୍କରେ ଏମାନଙ୍କୁ ବ୍ରାହ୍ମଣ କନ୍ୟା ଓ ତୀବର ପୁରୁଷଠାରୁ ଉତ୍ପନ୍ନ ସଙ୍କର ଜାତି ବୋଲାଯାଇ ଅଛି—ହିନ୍ଦୀ - ଶ]
ଭିଲ୍ଲା
ଉଚ୍ଚାରଣ
[ସମ୍ପାଦନା](ଭିଲ୍ଲାଭାକୁଚିଆ—ଅନ୍ୟରୂପ)
ପ୍ରାଦେଶିକ - (ଗଞ୍ଜାମ)ବିଶେଷଣ -
[ସମ୍ପାଦନା]ପରିହାସ ସ୍ଥାନୀୟ (ବ୍ୟକ୍ତି) — (a person) In terms of jesting with another.