ଭିଷାଣ
ଦେଖଣା
ଭିଷାଣ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବି—(ବିଷ୍ ଧାତୁ=ବଦୀର୍ଣ୍ଣ କରିବା+କର୍ତ୍ତୃ. ଆନ;+ ଈ)
[ସମ୍ପାଦନା]- ୧. ପଶୁର ଲିଙ୍ଗ —୧. The horn of a beast.
- ୨. ହସ୍ତୀ, ଶୁକର ଆଦିଙ୍କ ମୁନିଆ ଦାନ୍ତ — ୨. The pointed tusk of an elephant or boar.
- ୩. ମେଷଶୁଙ୍ଗ ପରି ଫଳଯୁକ୍ତ ଶେଷଶୃଙ୍ଗୀ ନାମକ ବୃକ୍ଷ; ମେଣ୍ଢାଶିଂଘା ଗୁଳ୍ମ —୩. Screw tree.
(ଅନ୍ୟସଂସ୍କୃତ - ନାମ—ମେଷଶୃଙ୍ଗୀ, ବିଷାଣୀ, ମେଷବଲ୍ଲୀ, ଆଜଶୃଙ୍ଗିକା, ହିନ୍ଦୀ - ମେଢ଼ାଶୀଂଗୀ; ବଙ୍ଗାଳୀ - ଛାଗଲବେଁଟେ, ମେଡ଼ାଶଙ୍ଗୀ; ମ— ମେଣ୍ଡଫଳୀ, ଗୁ ମଡ଼ାଶିଙ୍ଗୀ, ଫାରାସୀ - ବିସ୍ତ. ଆରବୀ - ବାର୍କିସ୍)
- ୪. ଶିଂଘା ବାଦ୍ୟ. —୪. A sounding horn.
[ଉ— ବେଣୁ ବଇଁଶି ଯେ କୋହଳ, ବିଷାଣ ବେତ ଧରି କର ପ୍ରାଚୀ. ପୂର୍ଣ୍ଣତମ ଚନ୍ଦ୍ରୋଦୟ]
- ୫. କୁଟ; କୁଢ଼ ନାମକ ଔଷଧ (ହିନ୍ଦୀ - ଶ) —୫. Kuṟḍ̠ẖa (See)
- ୬. ବାରାହୀ କନ୍ଦ (ହିନ୍ଦୀ - ଶ) —୬. A kind of yam.
- ୭. ଋଷଭକ (ହିନ୍ଦୀ - ଶ) —୭. A rare medicinal herb.
- ୮. ତେନ୍ତୁଳି (ହିନ୍ଦୀ - ଶ) —୮. Tamarind.
ଅନୁବାଦ
[ସମ୍ପାଦନା]ଭିଷାଣ
|
ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. (ସଂସ୍କୃତ - ବିଷୟାନ) ବିଷଘଟିତ ଔଷଧ —୧. Any medicine of which poison is an ingredient.
- ୨. (ସଂସ୍କୃତ - ବିଷ) ବିଷ —୨. Poison.
- ୩. ବିଷାକ୍ତ ଦ୍ରବ୍ୟ —୩. Any Poisonous thing.
ଦେଶଜ - ବିଶେଷଣ -
[ସମ୍ପାଦନା]- ୧. ବିଷାଘଟିତ —୧. Composed of Poison.
- ୨. ବିଷାକ୍ତ —୨. Poisonous.