Jump to content

ଭିସ୍ତି

ଉଇକିଅଭିଧାନ‌ରୁ

ଭିସ୍ତି

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଭିସ୍ତିବାଲା, ଭିସ୍ତି, ଉଆଲା, ଭିସ୍ତବୁଆଳାଅନ୍ୟରୂପ

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଭସ୍ତ୍ରା; ଏହା କୁମ୍ଭାରର ଭାତି ପରି ଚର୍ମ ନିର୍ମିତ ଓ ଆକୃତିବିଶିଷ୍ଟ ଥିବାରୁ)

[ସମ୍ପାଦନା]
୧. ମସକ; ପାଣି ବୋହିବା ନିମନ୍ତେ ଏକପ୍ରକାର ଚମ ମୃଣା (ଏଥିରେ ୫୬: ମାଠିଆ ପାଣି ସମ୍ଭାଏ) — ୧. A collapsible leathern bag used in carrying water.
୨. ଯେଉଁ ଲୋକ ଭିସ୍ତିଦ୍ୱାରା ପାଣି ବୁହେ —୨. A water-carrier; a person carrying water in a big leathern bag.