ଭୀତକ
ଭୟବିହଳ —Beside oneself with fear.
[ଉ—ବିନା ରସ ମୁଁ ହୋଇବି ବୁଡି ଶୋକରେ ଭୀତକ ହୋଇ ଦିନ ନେବି—ଭଞ୍ଜ, ବୈଦେହୀଶବିଳାସ]