Jump to content

ଭୀତଧୀ

ଉଇକିଅଭିଧାନ‌ରୁ

ଭୀତଧୀ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - (ବହୁବ୍ରୀହି)

[ସମ୍ପାଦନା]

ଭୟ ଯୋଗୁଁ ଯାହାର ବୁଦ୍ଧି ବିହ୍ୱଳ ହୋଇ ଅଛି — (one) Whose senses have been overpowered with fear.

(ଉ—ବିଭୀଷଣ ସମୃଦ୍ଧି, ଆଶେ କଲା ଅବିଧି, ପଳା ତୁ ହେଲୁଣି ଭୀତଧି ଭଞ୍ଜ, ବୈଦେହୀଶବିଳାସ)