ଭୀତିକର
(ଭୀତିଜନକ, ଭୀତିପ୍ରଦ—ଅନ୍ୟରୂପ)
(ଭୀତିକରୀ—ସ୍ତ୍ରୀ)
ଭୟ ଉତ୍ପାଦକ; ଯାହା ଭୟ ଜନ୍ମାଏ —Terrific;alarming; dreadful.