Jump to content

ଭୀତ ଚିତ୍ତ

ଉଇକିଅଭିଧାନ‌ରୁ

ଭୀତ ଚିତ୍ତ

ଉଚ୍ଚାରଣ

[ସମ୍ପାଦନା]
(ଭୀତ ଚିତ୍ତା—ସ୍ତ୍ରୀ) 

ସଂସ୍କୃତ - ବିଶେଷ୍ୟ - (କର୍ମଧା; ଭୀତ+ଚିତ୍ତ)

[ସମ୍ପାଦନା]

ଭୟବିହଳ ହୃଦୟ — Frightened heart; terrified mind.

ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ବହୁବ୍ରୀହି; ଭୀତ+ଚିତ୍ତ)

[ସମ୍ପାଦନା]

ଅତ୍ୟନ୍ତ ତ୍ରସ୍ତ — Frightened; alarmed.