Jump to content

ଭୀମରଥୀ

ଉଇକିଅଭିଧାନ‌ରୁ

ଭୀମରଥୀ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ଭୀମରଥ+ଈ)

[ସମ୍ପାଦନା]

ମନୁଷ୍ୟର ବୟୋଦଶାବିଶେଷ, ୭୭: ବର୍ଷ ୭ ମାସ ୭ଦିନ (ବି ରାତି) ବୟଃକ୍ରମ ପୂର୍ଣ୍ଣ ହେବାର ଦଶା —The period of a man's life after he passes the age of ୭୭ years, ୭ months and ୭ days.

[ଦ୍ରଷ୍ଟବ୍ୟ —ହିନ୍ଦୁଙ୍କର ବିଶ୍ୱାସ ଯେ ଏହି ଦଶା ପରେ ମନୁଷ୍ୟ ଜୀବିତ ହେଲେ ପ୍ରତିଦିନ ତାହା ପକ୍ଷରେ ଶତ ସୁବର୍ଣ୍ଣ ଦକ୍ଷିଣାପ୍ରଦ ଯଜ୍ଞ ତୁଲ୍ୟ ହୁଏ, ସେ ଇଚ୍ଛାକ୍ରମେ ଯିବା ଆସିବା କଲେ ତାହା ବିଷ୍ଣୁଙ୍କୁ ପ୍ରଦକ୍ଷିଣ କରିବା ତୁଲ୍ୟ ହୁଏ, ସେ କଥା କହିଲେ ମନ୍ତ୍ର ତପ ତୁଲ୍ୟ ହୁଏ, ନିଦ୍ରା ତାହା ପକ୍ଷରେ ଧ୍ୟାନ ଓ ଅନଳ ତାହା ପକ୍ଷରେ ସୁର୍ଯ୍ୟ ତୁଲ୍ୟ]