Jump to content

ଭୀମରାଜ

ଉଇକିଅଭିଧାନ‌ରୁ

ଭୀମରାଜ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବି(ସଂସ୍କୃତ - ଭୃଙ୍ଗରାଜ)

[ସମ୍ପାଦନା]

ବହୁ ସ୍ୱର ଅନୁକରଣକାରୀ କଳା ପକ୍ଷୀ — Large racket-tailed drongo; the mocking bird of India; dissemurus Paradises.

[ଦ୍ରଷ୍ଟବ୍ୟ —ଏହା କଜଳପାତି ପରି ନୀଳାଭ କୃଷ୍ଣବର୍ଣ୍ଣ, କିନ୍ତୁ ୧ ହାତଲମ୍ୱ; ମୁଣ୍ଡରେ ଚୁଳ ଅଛି ଏହା ବହୁ ଜନ୍ତୁଙ୍କ ସ୍ୱରର ଅବିକଳ ଅନୁକରଣ କରିପାରେ; ଏହାର ଗୋଡ଼ ଛୋଟ ଓ ପଞ୍ଝା ବଡ ଏହାର ଡିମ୍ୱ ଉପରେ ନାଲି ଓ ଗୋଲାପି ଉଜ୍ଜ୍ୱଳ ଚିହ୍ନମାନ ଥାଏ]