Jump to content

ଭୀମସେନ

ଉଇକିଅଭିଧାନ‌ରୁ

ଭୀମସେନ

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ସଂସ୍କୃତ - ବୁ. (ନାମ) (ଭୀମ ଦେଖ)

[ସମ୍ପାଦନା]
୧. ଦ୍ୱିତୀୟ ପାଣ୍ଡବ — ୧. Name of the second Pāṇḍaba brother.
୨. ବିଦର୍ଭରାଜ ଦମୟନ୍ତୀଙ୍କ ପିତା — ୨. Name of the father of Damayanti.

ଦେଶଜ - ବିଶେଷ୍ୟ - ପୁଲିଙ୍ଗ -

[ସମ୍ପାଦନା]

ଲୋକଙ୍କୁ ଦିଆଯିବା ନାମ —A name given to males.