Jump to content

ଭୀମସେନୀ କପୂର

ଉଇକିଅଭିଧାନ‌ରୁ

ଭୀମସେନୀ କପୂର

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]
୧. ବୋର୍ଣ୍ଣିଓ ଓ ସୁମାତ୍ରାଦି ଦ୍ୱୀପ— ଜାତ କର୍ପୂର —୧. Barus camphor; camphor produced in the islands of Sumatra and Borneo.

[ଦ୍ରଷ୍ଟବ୍ୟ —ଏହା ବୋର୍ଣ୍ଣିଓ ଓ ସୁମାତ୍ରାଦି ଦ୍ୱୀପର ବୃହତ ତରୁ ବିଶେଷ (Dryobalanus Aromatica)ର କାଣ୍ଡରେ ସ଼ଞ୍ଚିତ କର୍ପୂର ଏହା ଅପକ ବା ଅସିଦ୍ଧ କର୍ପୂର ଅଟେ; ଜାପାନ ଚୀନ ଆଦି ଦେଶର ଏକ— ପ୍ରକାର ଗଛ (Cinnamonum camphora)ର କାଠକୁ ସିଝାଇ କର୍ପୂର ବାହାର କରାଯାଏ ଏହାକୁ

ସାଧାରଣ ଲୋକେ କର୍ପୂର ବା ଭାସ୍କର କହନ୍ତି କର୍ପୂରକୁ ବାଷ୍ପୀଭୂତ କରି ଶୋଧିତ କରାଯାଇ ପ୍ରସ୍ତୁତ କର୍ପୂରକୁ ଶ୍ରୀକର୍ପୂର କହନ୍ତି ଓ କର୍ପୂରରୂପେ ବୃକ୍ଷ କାଣ୍ଡରୁ ପ୍ରାପ୍ତ କର୍ପୂରକୁ ଭୀମସେନୀ କର୍ପୂର କହନ୍ତି]