Jump to content

ଭୀମା

ଉଇକିଅଭିଧାନ‌ରୁ

ଭୀମା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ଅନାଦରାର୍ଥକ)

[ସମ୍ପାଦନା]

ଭୀମ ଓ ଭୀମସେନ ନାମକ ବ୍ୟକ୍ତିର ଡାକ ନାମ —A name used in calling Bhīma and Bhīmasena.

ସଂସ୍କୃତ - ବିଶେଷ୍ୟ - (ଭୀମ+ଅ)

[ସମ୍ପାଦନା]
୧. ରୋଚନ ନାମକ ଗନ୍ଧଦ୍ରବ୍ୟ —୧. A herbal scent.
୨. କୋରଡା; ଚାବୁକ (ହିନ୍ଦୀ - ଶ.) — ୨. Whip.
୩. ପଶ୍ଚିମଘାଟ ପର୍ବତରୁ ବାହାରି କୃଷ୍ଣା ନଦୀରେ ମିଳିତ ହୋଇଥିବା ନଦୀ —୩. A tributary of the Kṛushṇā river in the Deccan.
୪. ଭୀମା ଦେବୀ (ଦେଖ) - —୪. Bīhmā debī (See).