Jump to content

ଭୀମା ଦେବୀ

ଉଇକିଅଭିଧାନ‌ରୁ

ଭୀମା ଦେବୀ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ

[ସମ୍ପାଦନା]
୧. ଦେବୀ ବିଶେଷ —୧. A particular Goddess.

(ଉ—ଭୀମାଦେବୀଙ୍କ ସ୍ଥାନ ଯୋନି ତୀର୍ଥେ ଯାଇ, ସ୍ନାନ କଲେ ଯେ ଦେବୀପୁତ୍ର ସେ ହୁଅଇ କୃଷ୍ଣସିଂହ, ମହାଭାରତ ବନ)

୨. (ଚଣ୍ଡୀପୁରାଣୋକ୍ତ) ଦୁର୍ଗାଙ୍କ ଅବତାରବିଶେଷ —୨. An incarnation of Durgā.

[ଦ୍ରଷ୍ଟବ୍ୟ —ଚଣ୍ଡୀ ପୁରାଣର ଏକାଦଶ ଅଧ୍ୟାୟ ୫୧: ୫୨: ଶ୍ଳୋକରେ ଦୁର୍ଗା କହିଛନ୍ତି—ହିମାଚଳରେ ମୁଁ ଭୀମରୂପ ଧାରଣ କରି ରାକ୍ଷସମାନଙ୍କୁ ଭକ୍ଷଣ କରି ମୁନିମାନଙ୍କୁ ରକ୍ଷା କରିବି, ତେଣୁ ମୁନିମାନେ ମୋତେ ଭୀମା— ଦେବୀ ନାମକ ସ୍ତବ କରିବେ ]